ଦକ୍ଷତା ବିକାଶ ମୁଖ୍ୟ ସୁବ୍ରତ ବାଗଚୀ ଓ କୃଷି ସଚିବଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି: ଦକ୍ଷତା ବିକାଶର ମୁଖ୍ୟ ସୁବ୍ରତ ବାଗ୍‌ଚୀ ଏବଂ କୃଷି ସଚିବ ସୌରଭ ଗର୍ଗ ଆଜି ମାଲକାନଗିରି ଗସ୍ତରେ ଆସି ପ୍ରଥମେ ଚିତ୍ରକୋଣ୍ଡା ଯାଇଥିଲେ। ସେଠାରେ କୃଷି ଉଦ୍ୟାନ ବିଭାଗର ଜୈବ ପରିବେଶ ଏବଂ ଏଠାରେ କିପରି ବିଭିନ୍ନ କୃଷି ଜାତ ଦ୍ରବ୍ୟକୁ ନେଇ ଜାତୀୟ ସ୍ତରରେ ଉପସ୍ଥାପନ କରାଯାଇପାରିବ ଏବଂ ବିଶେଷକରି ମିଲେଟ ମିଶନକୁ ଆଗ୍ରାଧିକାର ଦିଆଯିବ ସେନେଇ ଏକ ରୂପରେଖ ପ୍ରସ୍ତୁତ କରିଥିଲେ। ସେହିପରି ପରେ ଆଇଟିଆଇ … Continue reading ଦକ୍ଷତା ବିକାଶ ମୁଖ୍ୟ ସୁବ୍ରତ ବାଗଚୀ ଓ କୃଷି ସଚିବଙ୍କ ମାଲକାନଗିରି ଗସ୍ତ